ବିଭତ୍ସ ହତ୍ଯା;ପ୍ରେମ ନା ପାରିବାରିକ କଳହ!

ଯାଜପୁର ତା-୧୪-୧୦-୨୦୨୦ ଦିନକୁ ଦିନ ଯାଜପୁରରେ ଅପରାଧ ସଂଖ୍ଯା ବଢୁଛି। ଅପରାଧୀ ପୋଲିସ ଆଖିରେ ଧୁଳି ଦେଇ ଖସି ଯିବାରେ ସଫଳ ହେଉଛନ୍ତି। ବିଶେଷ କରି ବାଲିଚନ୍ଦ୍ରପୁର ଥାନା ଅଧିନରେ ଥିବା ଅଞ୍ଚଳ ଗୁଡିକରେ ଚୋରି ରାହଜାନି, ଚୋରାଚାଲାଣ ଘଟୁଛି। ତେବେ ଆଜିର ସଂଧ୍ଯାରେ ସମସ୍ତଙ୍କ ଛାତି ଥରାଇ ଦବା ଭଳି ଘଟଣା ଘଟିଛି, ଏହି ଥାନା ଅନ୍ତର୍ଗତ ମଝିପଡା ପଞ୍ଚାୟତ ବନମାଳୀପୁର ଗ୍ରାମରେ। ଉକ୍ତ ଗ୍ରାମର କୁସ ସେଠୀଙ୍କ ପୁଅ ଉଦ୍ଧବ ସେଠୀ(ଛଦ୍ମନାମ) (୩୦) ଙ୍କ … Continue reading ବିଭତ୍ସ ହତ୍ଯା;ପ୍ରେମ ନା ପାରିବାରିକ କଳହ!